View Webisite in     English   ଓଡ଼ିଆ
Website last updated  : Feb 24 2021 4:42:49:727PM
  06857-250255        kvkrayagada@yahoo.in
ଫୁଲ କୋବି ଫସଲରେ ଅଲଟରନାରିଆ ପତ୍ରପୋଡା ରୋଗ ସମସ୍ଯା ବୃଦ୍ଧି ପାଇଲେ ପ୍ରତି ଲିଟର ପାଣିରେ ୨ ଗ୍ରାମ ହିସାବରେ ମାଙ୍କୋଜେବ + କାରବେଣ୍ଡାଜିମ ଔଷଧ ସିଞ୍ଚନ କରନ୍ତୁ। କୃଷି ବିଜ୍ଞାନ କେନ୍ଦ୍ର, ରାୟଗଡା, ଗୁଣୁପୁର
---------------------
କରୋନା ଭାଇରସର ମୁକାବିଲା ପାଇଁ ସତର୍କତା ଅବଲମ୍ବନ କରନ୍ତୁ, ସେଥିପାଇଁ ସାମାଜିକ ଦୂରତା ରକ୍ଷା କରନ୍ତୁ
---------------------
କରୋନା ଭାଇରସର ମୁକାବିଲା ପାଇଁ ସତର୍କତା ଅବଲମ୍ବନ କରନ୍ତୁ, ସେଥିପାଇଁ ଥଣ୍ଡା ବା କାଶ କାରଣରୁ ଶ୍ୱାସ କ୍ରିୟାରେ ସମସ୍ୟା ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ
---------------------
କପା ଫସଲରେ କୋଡା ଖୁସା କରି ହୁଡ଼ା ଟେକି ଦିଅନ୍ତୁ, ଗଛ ୪୫ ଦିନର ହୋଇଯାଇଥିଲେ ୧ ମି.ଲି. ପ୍ଲାନଫିକ୍ସକୁ ସାଢେ ଚାରି ଲିଟର ପାଣିରେ ଭଲ ଭାବରେ ମିଶାଇ ସିଞ୍ଚନ କରନ୍ତୁ, ଫସଲର ୯୦ ଦିନ ପରେ କିମ୍ବା ୩ ଫୁଟ ଉଚ୍ଚ ହୋଇଥିଲେ ଅଗ ଛିଣ୍ଡାଇ ଦିଅନ୍ତୁ ׀
---------------------
ବାଇଗଣ ଫସଲରେ ଫଳ ଓ କାଣ୍ଡ ବିନ୍ଧା ପୋକ ନିୟନ୍ତ୍ରଣ ପାଇଁ ଲିଟର ପ୍ରତି ୨.୫ ମି. ଲି. ଟ୍ରାଇଜୋଫସ ମିଶାଇ ସିଞ୍ଚନ କରନ୍ତୁ l ସିଞ୍ଚନ ପୂର୍ବରୁ ଆକ୍ରାନ୍ତ କାଣ୍ଡ ଗୁଡିକୁ ଛିଣ୍ଡାଇ ନଷ୍ଟ କରନ୍ତୁl
---------------------

 

From Sr. Scientist & Head's Desk

Hide Main content block

Weather Forecast

Office Location Map

Top Videos

Important website links

       |    OUAT   |    ICAR   |    Mkisan   |    KVK Portal   |    ATARI Zone V   |    Government of Odisha   |    IMD Odisha   |    Agriculture Meteorology   |    Agri mart   |    Dept. of Agriculture Odisha   

  Other KVK Website Links

    Anugul   |    Balangir   |    Balasore   |    Bargarh   |    Boudh   |    Cuttack   |    Deogarh   |    Dhenkanal   |    Ganjam-1   |    Ganjam-2   |    Gajapati   |    Jagatsinghapur   |    Jajpur   |    Jharsuguda   |    Kalahandi   |    Kandhamal   |    Kendrapara   |    Kendujhar   |    Khurdha   |    Koraput   |    Malkangiri   |    Mayurbhanj-1   |    Mayurbhanj-2   |    Nabarangpur   |    Nayagarh   |    Nuapara   |    Puri   |    Sambalpur   |    Sonepur   |    Sundergarh-1   |    Sundergarh-2   

Copyright © Krishi Vigyan Kendra, Rayagada

Visitor Counter

Powered by nTier Softwares