Latest News & Events

Mobile Advisory

କପା ଫସଲରେ କୋଡା ଖୁସା କରି ହୁଡ଼ା ଟେକି ଦିଅନ୍ତୁ, ଗଛ ୪୫ ଦିନର ହୋଇଯାଇଥିଲେ ୧ ମି.ଲି. ପ୍ଲାନଫିକ୍ସକୁ ସାଢେ ଚାରି ଲିଟର ପାଣିରେ ଭଲ ଭାବରେ ମିଶାଇ ସିଞ୍ଚନ କରନ୍ତୁ, ଫସଲର ୯୦ ଦିନ ପରେ କିମ୍ବା ୩ ଫୁଟ ଉଚ୍ଚ ହୋଇଥିଲେ ଅଗ ଛିଣ୍ଡାଇ ଦିଅନ୍ତୁ ׀
------------------------

କଞ୍ଚା ଓ ସବୁଜ ଡାଳପତ୍ର ଜମିରେ ପ୍ରୟୋଗ କରି ମାଟିରେ ମିଶାଇ ଦେଲେ ତାହା ସଢିଯାଇ ଖତ ହୋଇଯାଏ। ଏହା ମାଟିର ଉର୍ବରତା ଆଣିଥାଏ ।
------------------------

କ୍ଷୀର ଦେଉଥିବା ଗାଈଙ୍କୁ ୧ କେ. ଜି. ଦାନା ସହିତ ୫୦ ଗ୍ରାମ ଖଣିଜ ଲବଣ ଦିୟନ୍ତୁ
------------------------

ଫୁଲ କୋବି ଫସଲରେ ଅଲଟରନାରିଆ ପତ୍ରପୋଡା ରୋଗ ସମସ୍ଯା ବୃଦ୍ଧି ପାଇଲେ ପ୍ରତି ଲିଟର ପାଣିରେ ୨ ଗ୍ରାମ ହିସାବରେ ମାଙ୍କୋଜେବ + କାରବେଣ୍ଡାଜିମ ଔଷଧ ସିଞ୍ଚନ କରନ୍ତୁ। କୃଷି ବିଜ୍ଞାନ କେନ୍ଦ୍ର, ରାୟଗଡା, ଗୁଣୁପୁର
------------------------

ନେକ ବ୍ଳାଷ୍ଟ ରୋଗର ପରିଚାଳନା ପାଇଁ ହେକ୍ସାକୋନାଜୋଲ ୫ % ଇ. ସି. ଏକର ପ୍ରତି @ ୨୦୦ ମି. ଲି. ସିଞ୍ଚନ କରନ୍ତୁ।
------------------------

କପା ଫସଲ ୬୫ – ୭୫ ଦିନର ହୋଇଗଲେ ହାତଦ୍ଵାରା ଘାସ ବଛା ହୋଇ ନ ପାରିଲେ ସମସ୍ତ ପ୍ରକାର ଘାସର ଦମନ ନିମନ୍ତେ ତୃଣନାଶକ ଗ୍ଲାଫୋସିନେଟ ଆମୋନିୟମ ୧୩ .୫%କୁ ୫୦ ମି. ଲି. ପ୍ରତି ୧୦ ଲିଟର ପାଣିରେ ମିଶାଇ ଢାଙ୍କୁଣୀ ଲଗାଇ ସିଞ୍ଚନ କରନ୍ତୁ।
------------------------

ମକା ଫସଲରେ ଫଲଆର୍ମୀ ୱର୍ମ ପରିଚାଳନା ପାଇଁ ଏକର ପ୍ରତି ୮ - ୧୦ ଟି ସଙ୍ଗରୋଧ ଯନ୍ତା ବ୍ୟବହାର କରନ୍ତୁ । ଗଛର ଆଣ୍ଠୁ ଉଚ୍ଚତା ଅବସ୍ଥାରେ ବାଲି ଓ ଚୂନ ମିଶାଇ ପତ୍ର ସନ୍ଧିରେ ପକାନ୍ତୁ ଏବଂ ଶତକଡା ୫ -୧୦ ଭାଗରୁ ଅଧିକ ଆକ୍ରମଣ ହେଲେ ଏମାମେକ୍ଟିନ ବେଞ୍ଜୋୟେଟ ୫ ଏସ. ଜି. ୫ ଗ୍ରାମ ବା କ୍ଲୋରାଣ୍ଟ୍ରାନୀଲିପ୍ରୋଲ ୧୮.୫ ଏସ. ସି. ୪ ମି. ଲି. ପ୍ରତି ୧୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
------------------------

ଅମଳ ହୋଇଥିବା ଧାନକୁ ସୁପର ଗ୍ରେନ ବ୍ଯାଗରେ ସଂଗ୍ରହ କରି ତାହାକୁ ଭଲ ଭାବରେ ଘୋଡାଇ ରଖନ୍ତୁ। ଯାହା ଦ୍ଵାରା ଧାନର ଗୁଣବତ୍ତା, ରଙ୍ଗ, ବାସ୍ନା, ସ୍ଵାଦ ଆଦି ନଷ୍ଟ ହେବ ନାହିଁ ଓ ଅଧିକ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ହୋଇ ରହିବ।
------------------------

Krishi Vigyan Kendra Rayagada

kvk Rayagada profile

Krishi Vigyan Kendra, Rayagada, Gunupur situated in the North Eastern Ghat Agro-climatic Zone of Odisha was established in March 2005 to cater the needs of the farming community of the Rayagada district.

Our Authorities

Krishi Vigyan Kendra Rayagada

Prof. Pravat Kumar Roul Hon'ble Vice-Chancellor,OUAT, Bhubaneswar

Krishi Vigyan Kendra Rayagada

Prof. Prasanjit Mishra Dean, Extension Education, OUAT, Bhubaneswar

Krishi Vigyan Kendra Rayagada

Dr. Pradip Dey Director, Zone- V, ICAR ATARI, Kolkata

Krishi Vigyan Kendra Rayagada

Dr. Susmita Mohanty Sr.Scientist & Head Krishi Vigyan Kendra, Rayagada

From Sr. Scientist & Head's Desk

KVK, Rayagada (Gunupur) is situated in North Eastern Ghat Zone, Krishi Vigyan Kendra, a dream Project of Indian Council of Agricultural Research, is mandated for assessment, refinement, training and demonstration of improved technologies to bring social and economic upliftment of farming community of the country, 56% of population of Rayagada are tribes. Some extinguishing tribes viz. Dangaria Kandha, Kuntia Kandha and Lanjia Saura are found only in Rayagada. Cotton, paddy, maize, sunflower and cashewnut are major enterprises in the district. KVK has introduced oil palm, Sweet corn and yambean in the district and since inception from 2005 has been striving hard to achieve the mandates under the aegis of Odisha University of Agriculture and Technologies. Production and productivity of different crops like paddy, vegetable, cotton, maize and sunflower increased due to FLD, OFT, field day and capacity building programme conducted by KVK. It is needless to highlight the impact of Kisan mela, exhibitions, field days and literature published which has motivated the farmers and farm women of the district.

Mandate of KVK

The mandate of KVK is Technology Assessment and Demonstration for its Application and Capacity Development.

To implement the mandate effectively, the following activities are envisaged for KVK:

  • On-farm testing to assess the location specificity of agricultural technologies under various farming systems.

  • Frontline demonstrations to establish production potential of technologies on the farmers’ fields.

  • Capacity development of farmers and extension personnel to update their knowledge and skills on modern agricultural technologies.

  • To work as Knowledge and Resource Centre of agricultural technologies for supporting initiatives of public, private and voluntary sector in improving the agricultural economy of the district.

  • Provide farm advisories using ICT and other media means on varied subjects of interest to farmers.

  • In addition, KVKs produce quality technological products (seed, planting material, bio-agents, and livestock) and make it available to farmers

  • Organize frontline extension activities.

  • Identify and document selected farm innovations and converge with ongoing schemes and programs within the mandate of KVK.

  • Demonstration on ICM packages on agriculture and allied activities for immediate economic gain to the tribal families.

Weather Forecast

RAYAGADA DISTRICT WEATHER