Mobile Advisory

Sl No.Message sent to farmerDate Sent
1 କପା ଫସଲରେ କୋଡା ଖୁସା କରି ହୁଡ଼ା ଟେକି ଦିଅନ୍ତୁ, ଗଛ ୪୫ ଦିନର ହୋଇଯାଇଥିଲେ ୧ ମି.ଲି. ପ୍ଲାନଫିକ୍ସକୁ ସାଢେ ଚାରି ଲିଟର ପାଣିରେ ଭଲ ଭାବରେ ମିଶାଇ ସିଞ୍ଚନ କରନ୍ତୁ, ଫସଲର ୯୦ ଦିନ ପରେ କିମ୍ବା ୩ ଫୁଟ ଉଚ୍ଚ ହୋଇଥିଲେ ଅଗ ଛିଣ୍ଡାଇ ଦିଅନ୍ତୁ ׀ 09 Jan 2022
2 ବାଇଗଣ ଫସଲରେ ଫଳ ଓ କାଣ୍ଡ ବିନ୍ଧା ପୋକ ନିୟନ୍ତ୍ରଣ ପାଇଁ ଲିଟର ପ୍ରତି ୨.୫ ମି. ଲି. ଟ୍ରାଇଜୋଫସ ମିଶାଇ ସିଞ୍ଚନ କରନ୍ତୁ l ସିଞ୍ଚନ ପୂର୍ବରୁ ଆକ୍ରାନ୍ତ କାଣ୍ଡ ଗୁଡିକୁ ଛିଣ୍ଡାଇ ନଷ୍ଟ କରନ୍ତୁl07 Nov 2022
3 କଞ୍ଚା ଓ ସବୁଜ ଡାଳପତ୍ର ଜମିରେ ପ୍ରୟୋଗ କରି ମାଟିରେ ମିଶାଇ ଦେଲେ ତାହା ସଢିଯାଇ ଖତ ହୋଇଯାଏ। ଏହା ମାଟିର ଉର୍ବରତା ଆଣିଥାଏ । 06 Mar 2022
4 କ୍ଷୀର ଦେଉଥିବା ଗାଈଙ୍କୁ ୧ କେ. ଜି. ଦାନା ସହିତ ୫୦ ଗ୍ରାମ ଖଣିଜ ଲବଣ ଦିୟନ୍ତୁ02 Jan 2023
5 ଫୁଲ କୋବି ଫସଲରେ ଅଲଟରନାରିଆ ପତ୍ରପୋଡା ରୋଗ ସମସ୍ଯା ବୃଦ୍ଧି ପାଇଲେ ପ୍ରତି ଲିଟର ପାଣିରେ ୨ ଗ୍ରାମ ହିସାବରେ ମାଙ୍କୋଜେବ + କାରବେଣ୍ଡାଜିମ ଔଷଧ ସିଞ୍ଚନ କରନ୍ତୁ। କୃଷି ବିଜ୍ଞାନ କେନ୍ଦ୍ର, ରାୟଗଡା, ଗୁଣୁପୁର02 Aug 2021
6 ନେକ ବ୍ଳାଷ୍ଟ ରୋଗର ପରିଚାଳନା ପାଇଁ ହେକ୍ସାକୋନାଜୋଲ ୫ % ଇ. ସି. ଏକର ପ୍ରତି @ ୨୦୦ ମି. ଲି. ସିଞ୍ଚନ କରନ୍ତୁ। 02 Feb 2023
Hide Main content block

Copyright © Krishi Vigyan Kendra, Rayagada

Visitor Counter